#ତିନିପିଲାଙ୍କ_ମା_ସାଜିଛି_୧୦_ବର୍ଷର_ମାମା !
ସ୍ବପ୍ନ ଦେଖିବା ଆଗରୁ ଭାଙ୍ଗିଯାଇଛି ନିଦ । ମାର ଉଷୁମ କୋଳରେ ମୁଣ୍ଡ ଗୁଞ୍ଜିବା ବୟସରେ କଅଁଳ କାନ୍ଧରେ ପଡିଛି ସଂସାର ଯାକର ଭାର । ତଥାପି ହାର ମାନିନି ୧୦ ବର୍ଷର କୁନି ଝିଅ ମାମା
#ArgusNews #Odisha #NewsChannel #ArgusNewsTV #Good_News #Bhubaneswar #10YearsChild #struggling